by Parshuram Biswal ✓ · 1 Aug 2017
ମାଟି ନୁହେଁ ମାଟି ନୁହେଁ, ନୁହେଁ ମୁଁ ପଥର ସହି ସହି ସୀମାରେଖା ଟପିଲାଣି ମୋର କହ କଳାଠାକୁର କି ଦୋଷ ମୁଁ କଲି, ହେଲି ବୋଲି ବେକାର କେତେ ମୁଁ ସହିବି କାହା ଲାଂଛନାଭାର ?
Loading comments…
Comments
Loading comments…