by Ajit Kumar Raut ✓ · 27 Aug 2021
ମୋର ମୋର ବୋଲି ନ କହିବୁ କେବେ ତୋହର ତ କିଛି ନାହିଁ, କର୍ମ ଜ୍ଞାନ ବଳେ ଜନତା ସେବିବୁ ଜ୍ଞାନ ରଖିଥିବୁ ତହିଁ।୬। କୃଷ୍ଣ ରାମ ପଦେ ଭକ୍ତି ରଖି ଥିବୁ ଭଜୁ ଥିବୁ ଜଗନ୍ନାଥ, ନିସ୍ବାର୍ଥର ଭାବେ କର୍ମ କରୁ ଥିବୁ ଡାକୁ ଥିବ
Loading comments…
Comments
Loading comments…