by Parshuram Biswal ✓ · 9 Aug 2017
ଏ ହୀନ କପାଳି ଆଖି ଲୁହ ପୋଛି ବିତାଉଚି ତା’ର ଦିନ ଆଉ କୋଉ ଝିଅ ଭାଗ୍ୟରେ ମଦୁଆ ନଜୁଟୁ କଳାବଦନ ଦୁଃଖୀରଙ୍କୀ ଅବା ଦିନମଜୁରିଆ ଯାହା ପଛେ ହେଇଥାଉ ।
Loading comments…
Loading comments…