by Sadananda Sahoo ✓ · 21 Sept 2021
ଦୁଃଖୀ ଦରିଦ୍ରଙ୍କ ସେବାର୍ଥ ହଡ଼ପ ସାଜିଚିତ. ମହାବ୍ରତ ; ପ୍ରଶାସନ କଳ. ରାଜନେତା ବଳ ନଥିପତ୍ରେ ଦସ୍ତଖତ !! ସମୁଦ୍ରକୁ ଶଙ୍ଖେ ମିଳିଵକି ସତେ ବନ୍ୟା ବାତ୍ୟା ସହୟତା ; ରଘୁ ବାମ ଦାମ ତାଲିକା ବନାମ ଏଇ ବୋଧେ ଜାତୀୟତା !
Loading comments…
Comments
Loading comments…