by Gangotri Priyadarshini ✓ · 27 Oct 2020
ରୁହ ଟିକେ ମୋତେ ତୁମ ଉପସ୍ଥିତିରେ ଆତ୍ମହରା ହେବାକୁ ଦିଅ ତୁମ ସାନ୍ନିଧ୍ୟରେ ଉତ୍ଫୁଲିତ ହେଉ ମନ କ୍ଷଣିକ ଲାଗି ହେଉ ପଛେ ଅନ୍ତରଙ୍ଗ ହୋଇ ଉଠୁ ଗଗନ ପବନ
Loading comments…
Loading comments…