by Parameswar Ojha ✓ · 31 May 2019
ତୁମେ ଭାବୁଥିବ ମୁଁ ଭୁଲିଗଲି ହେଲେ ସବୁଦିନ ଥିବି ତୁମର ସେଇ ସଂପର୍କ ଆମର ଯୋଉଠି ଛଳନା ର ନାହିଁ ସ୍ଥାନ ନିଚ୍ଛକ ଭଲପାଇବା ତମର ଆଉ ମୋର ସେଇ ସଂପର୍କ ଆମର
Loading comments…
Loading comments…