by Chinmay Behera ✓ · 15 Apr 2021
ମାଆ ସରସ୍ୱତୀ ଆସିବେ ପରା ଉଚ୍ଛୁଳି ଉଠିବ ଗାଆଁଟା ସାରା, ଘରେ ଘରେ ପିଠା,ଆରିସା,ଖିରୀ, ନୂଆ ଜାମା, ଜୋତା, ନାଲି ଚକିରି କେତେ ସାଙ୍ଗ ସାଥି ଭଳି ଭଳିକା କିଚିରି ମିଚିରି ଚେଇଁ ଚିଟିକା ।
Loading comments…
Loading comments…