by Manoj Dalbehera ✓ · 22 Aug 2021
ଟଙ୍କାକିଆ ଚାଉଳ ଅବା କାଳିଆ ଗାନ୍ଧି ମୁଣ୍ଡ, ମଧୁବାବୁ ପେନସନ୍ ଅବା ସତେଇଶ ଶତକଡ଼ା ସଂରକ୍ଷଣ ଗ୍ରାମ ଜ୍ୟୋତି ଅବା କିଶୋରୀ ଶକ୍ତି ଉଜ୍ଜ୍ୱଳା, ମମତା ପୁଣି ଉନ୍ନତି; କହ କିଏ କିଏ ଆସେ କ୍ଷମତାର ଅଳିନ୍ଦରୁ ନୂଆ ପ୍ୟାକେଜ ସାଥେ ?
Loading comments…
Loading comments…