by Abhakanta ✓ · 18 Jul 2017
କିଏ ଦିନେ ଆଙ୍କିଦେଲା ଇନ୍ଦ୍ରଧନୁ ସାତ ରଙ୍ଗ ଏଇ ମୋର ଜୀବନର ବେଳା ପରେ ବେଳା ପରେ ଇଙ୍ଗିତରେ, ସେଦିନରେ ମୁଁ ବିଭୋର... ହୋଇଥିଲି ମୋତେ ନେଇ ସେଇ ମୋର ପରିଧିରେ ପରିଧିରେ ପରିଧିରେ ।
Loading comments…
Loading comments…