by Amiya Bej ✓ · 10 Jul 2017
ମୋ ସ୍କୁଲ ଦେଇ ଯିବା ଆସିବାର ବେଳ ,ଗେଟ୍ ସାମ୍ନା ସେ ଯେଉଁ ଆଇସକ୍ରିମ ବାଲା ,କାଢୁଥାଏ ଧଳା ନାଲିର ବରଫ ଟୁକୁଡା ,ତାକୁ ଦେଖି ମୋ' ଲାଳଭର୍ତ୍ତି ମୁହଁ କହେ- ତୋତେ ବଡ଼ ହେବାକୁ କିଏ କହୁଥିଲା ?
Loading comments…
Loading comments…