by Prafulla Chandra Mishra ✓ · 11 Jul 2019
ଆକାଶ,ପାତାଳ, ମର୍ତ୍ତ୍ୟ,ନାଗ ଆଉ ଗନ୍ଧର୍ବ ,କିନ୍ନର ମନୁଷ୍ୟ ଏସବୁ ନିଖୁଣ ଛବିଳ ଛବି ଆଙ୍କିଅଛ ପରା ତୁମେ ହେ ବିଶ୍ଵ ପୁରୁଷ ଅନେକ ଅଲୈ।କିକ ଭାବ ଯାଗେ ଦେଖି,ଦେଖି କେତେସବୁ ବିଚିତ୍ର ବେଭାର ।।
Loading comments…
Comments
Loading comments…