by Chinmaya Kumar Nayak ✓ · 18 Apr 2022
କଜ୍ଜଳ କଳଙ୍କ ସାଜେ ତୁମ ପାଇଁ ଅଳତା ବନ୍ଧନ ଏରୁଣ୍ଡି ଡେଇଁଲା ପରେ ତୁମେ ସାଜ ଆଖିରେ କଣ୍ଟକ ପ୍ରତିପଦେ ତୁମେ ଏକ ଅବଳାର ପରିଚୟ ପତ୍ର ନେଇ ବଞ୍ଚ ସେ ପାଇଁ ହେ ସାନ୍ୟାଲ ତୁମେ ସଦା ଏକ ଚର୍ଚ୍ଚିତ ସନ୍ତକ।
Loading comments…
Comments
Loading comments…