by Ambuja Mohanty ✓ · 7 Nov 2020
ଅଜଣା ଜାଗାରେ ଆଜି ଲୋଟିଛି ମୁଁ ଏଠି ବଞ୍ଚିବାର ପାଇଁ ଶତ ସଂଗ୍ରାମ କରଇଁ ତୁମେ ଏବେ ମଦ ମାଂସ ଖାଇ ମହାନନ୍ଦେ ବୁଲୁଥିବ ଭଦ୍ର ମୁଖା ଲଗାଇ ନର୍ବିଘ୍ନେ ! କାନ୍ଦିବେ ମୋ ପିତା ମାତା ଆକୁଳ ପରାଣେ ଦେଖି ମୋ ଲହୁରେ ଭିଜା ବସନ ସର୍ବସ୍ୱ
Loading comments…
Loading comments…