by Ajit Kumar Raut ✓ · 27 Feb 2021
ପୁଅକୁ ଧରିଣ ବାପ ଘରେ ଅଛି ପୁଅ ପ୍ରେମେ ପଡି ସ୍ୱାମୀକୁ ଭୁଲିଛି ବିଚ୍ଛେଦ ଯନ୍ତ୍ରଣା ମୋତେ ହିଁ ଦେଇଛି ଏପରି ଯନ୍ତ୍ରଣା ସହି କି ହେଉଛି।
Loading comments…
Loading comments…