Loading…
ସଜ ହୋଇ ସ୍ମରସରଦାର ଅବା ଆସେ, ସ୍ୱକୀୟ ଫଉଜ ଘେରିଅଛି ଚଉପାଶେ, ସାରି ଦେବ ପରା ଆଜ, ସରୋଜସୁନ୍ଦର ନେତ୍ରା ଜନ ମନ ଲାଜ(2) ସୁରେଶ୍ୱରରତନ କି ହେବାରୁ ଜଙ୍ଗମ, ସବୁ ମଣିମାନଙ୍କୁ ମିଳିଲା ସେହି କ୍ରମ ସ୍ୱର୍ଣ୍ଣବର୍ଣ୍ଣାଏ ଏଣିକି, ସମ୍ପାଦିବେ ମୂର୍ତ୍ତିମନ୍ତ ରତନ ଶ୍ରେଣୀକି(3) ସଞ୍ଚରଣଶୀଳ ନବ ତମାଳ ଭୁରୁହ, ସଙ୍ଗେ ଘେନି ଆସୁଅଛି ସଖା ଶାଖିବ୍ୱହ,
Comments
Loading comments…