by ଓଡ଼ିଆ ଗଳ୍ପ ଓ କବିତା - ୧ ✓ · 23 Jun 2019
ଠଣା ଠୁଙ୍କି ତାପ ତ୍ରାସ ମୁଣ୍ଡେ ମନମଥ ପାଶ ବନ୍ଧନ କର ତୁ ପରା ମୋଚିତ ରେ(2) ଠଉରାଇ ଅବସର, କଲେ ତୁ ପ୍ରସଙ୍ଗ ମୋର ଯିବ ରାଜୀବନେତ୍ରାକୁ ରୁଚିତ ରେ(3)
Loading comments…
Comments
Loading comments…