by Jagannath Barik ✓ · 18 Sept 2021
ଜୀମୂତ ଜୀମୂତ ଜୀମୂତ କାନ୍ତି ଅନଙ୍ଗ ଅନଙ୍ଗ ଅନଙ୍ଗ ଭାତି ଉର୍ବୀଧର ଉର୍ବୀଧର ଧାରଣ ନଗବର ନାଗବରେ ଶୟନ ନାଗ ନାଗ ଦର୍ପ ଦଳା ନାଗର ନାଗର ନାଗାରି ପତର ନାଗରୀଶ ମନ ଟଳା |
Loading comments…
Loading comments…