by Kalandi pal ✓ · 18 Apr 2021
ତ୍ରିଭଙ୍ଗୀ ଠାଣି ତା ବାଙ୍କ ଚାହାଣି ଭକତ ମନକୁ ନିଏ ସେ କିଣି କିଣା ମନ ତାର ଗଣି ହୁଏ ନାହିଁ ଅକଳନା ତାର ମନ ଭଣ୍ଡାର ଦୟାବନ୍ତ ଦୟାସାଗର ।
Loading comments…
Loading comments…