by SR Padmalaya65 Mishra ✓ · 22 Nov 2019
ବଡ ଦେଉଳକୁ ଧାଇଁ ଆସିଲି ଶ୍ରୀଅଙ୍ଗକୁ ଟିକେ ଛୁଇଁବି ବୋଲି ଲୁହସବୁ ମୋର ନିଗାଡିଦେଲି ମାନ ଅପମାନ ସବୁ ଭୁଲିଲି କାଟିବୁନି କେବେ ସ୍ନେହର ଡୋର ରେ କଳା ଠାକୁର.......
Loading comments…
Comments
Loading comments…