by Trushna Das ✓ · 16 Oct 2020
କଳି ଯୁଗର ମଣିଷ ଏଠି ଖୁସି ହେଉଛି ଅନ୍ୟର ଦୁଃଖ ଦେଖି ଭୁଲି ଯାଇଛି ଦୁଖ ପରେ ସୁଖ ଆସିବା ହେଉଛି ନୀତି ଏଠି ଆଜି ତୁମେ ଖୁସି ତ କାଲି ତୁମେ ହୋଇବ ଦୁଃଖୀ ଅନ୍ୟମାନେ ହସୁ ଥିବେ ତୁମକୁ ଦେଖି। କଳି ଯୁଗର ମଣିଷ ଏଠି ଆଧୁନିକତାର ବଶୀ
Loading comments…
Loading comments…