by Parshuram Biswal ✓ · 31 Jul 2017
ଦିନରେ କରନ୍ତି କଳାକୁ ଧଳା ତାଙ୍କ ପାଇଁ ଏ ଶାସନ ହୁଗୁଳା, କଞ୍ଚା ମିଛ କହି ସତିଆ ହେଇ ବୁଲନ୍ତି ଦାଣ୍ଡରେ ଦେଖୁ କହ୍ନେଇ, କଳ୍କୀ ରୂପ ତୋର ଦେଖାରେ ଠାକୁର ସେମାନେ ଯାଆନ୍ତୁ ମାଟିରେ ମିଶି ।
Loading comments…
Loading comments…