120Log inSign up
Poem · Abstract

କଳନା

by Biswanath Nayak ✓ · 28 Mar 2020

406Reads
6Likes
1Min read

ଧରଣୀ ଜାଣି ପାରେନା ସହିବାକୁ ସବୁ ଭାର ତା' ପାଖରେ ଅଛି କେତେ ସହନଶୀଳତା, ଜନନୀ ପାରେନା ଜାଣି ତା'ର ସ୍ନେହ ପଣତରେ ସନ୍ତାନର ପାଇଁ କେତେ ବାତ୍ସଲ୍ୟ ମମତା।

Loading comments…

କଳନା · StoryMirror