by SARATA KUMAR DAS ✓ · 8 Jul 2019
ତୋ ମହାପ୍ରସାଦ ଅମୃତର ବାସ ଖାଇସାରି ମୁଣ୍ଡେ ପୋଛିବି ହାତ, କୋଇଲି ବୈକୁଣ୍ଠ ଦର୍ଶନ କରିବି ଲଭିବି ମୁକତି ଉଦ୍ଭାସିତ ହେବ ତୋ ପୁଣ୍ୟଆଶିଷେ ମୋ ରିକ୍ତ ଚିତ୍ତ ।। ତୋ ମୁକ୍ତି ମଣ୍ଡପେ ମୁଣ୍ଡିଆ ମାରିବି କଳ୍ପବଟେ ତୋର ବାନ୍ଧିବି ଡୋର,
Loading comments…
Comments
Loading comments…