by Prafulla Chandra Mishra ✓ · 19 Nov 2019
ଯାହା ହେଉ ଯେଉଁ କଲମ ବି ହେଉ ତାକୁମୋର କୋଟିଜୁହାର ତା ପାଇଁ ଆଜି ମୁଁ ଲେଖିପାରେ କିଛି ମୋ ପାଇଁ ସେ ମୋ ଠାକୁର ତାହାର ଅମାପ ଶକତି ଖଡ୍ଗରୁ ଶାଣିତ କଲମର ମୁନ ତେଣୁ କରେ ତା ଭକତି
Loading comments…
Loading comments…