by Mamatamanjari Das ✓ · 6 Apr 2022
ଆମ ଉତ୍କଳରେ ପୁରି ରହିଛି କେତେଯେ ଖଣି ଖାଦାନ ତଥାପି ଆମେରେ ଗରୀବରେ ଗଣା ନାହିଁ ଆମର ସମ୍ମାନ । କଳା ଭାସ୍କର୍ଯ୍ୟରେ ପରିପୂର୍ଣ୍ଣ ଅଟେ ଆମ ଏ ଉତ୍କଳ ଭୂଇଁ ତଥାପି ଆମକୁ ଆମ ସଂସ୍କୃତିକୁ ପରିଚୟ ମିଳୁନାହିଁ ।
Loading comments…
Loading comments…