by BISWESWAR MAJHI ✓ · 10 Apr 2020
ପ୍ରଭାତରେ ପ୍ରକୃତିକୁ ଅବଲୋକେ ମୁହିଁ କମନୀୟ ରୂପ ତା'ର ନିଏ ମନ ମୋହି । ନାହିଁ କାରଖାନା ଧୂଆଁ ନାହିଁ ଭିଡଭାଡ ପ୍ରଦୂଷଣ ମୁକ୍ତ ରାସ୍ତା ଘାଟ ଚାରିଆଡ ।
Loading comments…
Loading comments…