by Satyabati Swain ✓ · 12 Oct 2021
ତୁ ନ୍ୟାୟ ମାଗିବୁ! କେଉଁଠି କାହାକୁ ସେଠି ବି ଅନ୍ଧାର ରାଜୁତି ଆତଙ୍କର ଖେଳ ଇସାରାରେ ଚାଲେ ସବୁ କାର୍ଯ୍ୟ ରଫା ଦଫା ହୁଏ ନ୍ୟାଯ୍ୟ ଅଧିକାର ତୋ ବଳ ବୟସ ସରିଯିବ ଏମିତି ପାଉଥିବୁ ଗୋଟେ ପରେ ଗୋଟେ ତାରିଖ।
Loading comments…
Loading comments…