by Rajesh Kumar Jain ✓ · 26 Jul 2017
ମଦ ବୋତଲର ଲୀଳା ସେ କ’ଣ କଲା ସେ ! ସାରା ରାତି ମୋତେ ସପନ ଦେଖାଇ ଉଠାପକା କେତେ କଲା ସେ, ପାହିଗଲା ରାତି, ରହିଗଲା ସ୍ୱପ୍ନ ଘାରିହୁଏ ତାକୁ ମାନସେ, ମଦ ବୋଦଲର ଲୀଳା ସେ କ’ଣ କଲା ସେ !
Loading comments…
Loading comments…