
କଣ ସତ ! ଏମି-ମୋ ପୃଥିବୀ । ତମ ସ୍ମୃତି ଏକ ରୂପା ଜହ୍ନ- ୧ ଆଜି ବି ମୁଁ ଘୁରି ବୁଲେ ମୋ ସହରର ସେଇ ରାସ୍ତାରେ ଯେଉଁଠି ଥିଲା ତମ ଘର , ସେଇ ଛକ ସେଠି ସେମିତି ଠିଆ ହେଇଛି ଯେଉଁଠି ତମେ ଦେଖି ଥିଲ ମତେ ପ୍ରଥମ ଥର , ତମେ ତ ସେ ଘର କେବେଠୁ ଛାଡ଼ି ଚାଲି ଗଲଣି ହେଲେ ମୋ ହାତ ଲେଖା ଚିଠିଟି ସେହିଠି ସେମିତି ପଡି ରହିଛି ତମ ଫେରିବା ରାସ୍ତାକୁ ଚାହିଁ । ଅନୁବାଦକ ରାମ ପ୍ରସାଦ ବିଶୋଇ ରାୟଗଡ଼ା ।
Loading comments…