by Prafulla Chandra Mishra ✓ · 29 Sept 2021
ତା ପାଇଁ ମୋହର ପିତୃ ପରିଚୟ ତା କୁନି ଦରୋଟି ଡାକ ଏବେ ବି ସେ ଡାକ କର୍ଣ୍ଣ ଗହ୍ୱରରେ ହେଉଅଛି ଶବ୍ଦାୟିତ ସେ ମୋର ନୟନ ପିତୁଳା ସୁଶିଳା ସୀତା, ପାର୍ବତୀ, ସାବିତ୍ରୀ ମୁଉଁ ତା ଜନକ, ମୁଉଁ ତ ହିମାଦ୍ରି, ମୁଉଁ ରାଜା ଅଶ୍ଵପତି ।।
Loading comments…
Comments
Loading comments…