by DILIP KUMAR SAHOO ✓ · 20 Jul 2021
ମହାପ୍ରଭୁଙ୍କର ନାମକୁ ଗାଇ ନୀଳାଚଳ ଧାମେ ଗଲେ ଆଗେଇ । ପ୍ରସାରଣ ହେଲେ ପ୍ରଭୁଙ୍କ ଲୀଳା ଦୂରଦର୍ଶନରେ ବିଶ୍ୱ ଦେଖିଲା । ଭଲାରେ କାଳିଆ ଭଲା ତୋ ମାୟା ବୁଝିବ କାହୁଁ ଏ ଅଧମ ବାୟା ।
Loading comments…
Loading comments…