କୋହଲା ସମୀର ବର୍ଷା ବାରି ଧାର
ତାନୁକୁ କରେ କମ୍ପନ
ଖଗ ପକ୍ଷୀ ଗଣ ନୀଡ଼ ଛାଡ଼ି ଜାଣ
କରୁ ନାହାନ୍ତି ଗମନ
ବାହୁ ସର୍ବେ ଜାବି ଚାହିଁଅଛୁ ରବି
କେବେ ଦେବେ ଦୃଶ୍ୟମାନ
ଶୀତୁଆ ପାଗରେ କେବେ ଯିବ ଦୂରେ
ବର୍ଷା ହେବ ଏଠି ଲୀନ
କୋହଲା ସମୀର ବର୍ଷା ବାରି ଧାର
ତାନୁକୁ କରେ କମ୍ପନ
ଖଗ ପକ୍ଷୀ ଗଣ ନୀଡ଼ ଛାଡ଼ି ଜାଣ
କରୁ ନାହାନ୍ତି ଗମନ
ବାହୁ ସର୍ବେ ଜାବି ଚାହିଁଅଛୁ ରବି
କେବେ ଦେବେ ଦୃଶ୍ୟମାନ
ଶୀତୁଆ ପାଗରେ କେବେ ଯିବ ଦୂରେ
ବର୍ଷା ହେବ ଏଠି ଲୀନ
Loading comments…