by Sandhyarani dash ✓ · 5 May 2022
ଜଳର ବିହୁନେ ମୀନର ଜୀବନ ହେଉଥାଏ ଛଟ ପଟ ଝାଞ୍ଜି ବହୁ ଅଛି ମଣିଷ କାନ୍ଦୁଛି ଭୋଗୁଛି ଅନେକ କଷ୍ଟ। ପ୍ରକୃତି ରାଣୀଟା ଋଷି ଯାଇଅଛି ମାନବ ସମାଜ ପାଇଁ ଜ୍ଞାନ ବିଜ୍ଞାନର ଉନ୍ନତି ଘଟିଲା ଦୁଃଖ ତ ଘୁଞ୍ଚିଲା ନାହିଁ।
Loading comments…
Comments
Loading comments…