by Sushree sangita Swain ✓ · 5 Apr 2020
ଜୀବନ ଟା ମୋର ଯୁପକାଠି ହୋଇ ମଶାଣି ରେ ଗଲା ରହି କେତେ ଆସି କେତେ ଚାଲିଗଲେ ଏଠି ଥରେ ଚାହିଁ ଲେନି କେହି ପିଆସୀ ମନ ମୋ ପିଆସୀ ରହିଲା ଉଆଁସ ତିଥି କୁ ଚାହିଁ ମରଣ ବେଦୀ ରେ
Loading comments…
Loading comments…