by Akshayakumar Dash ✓ · 10 Oct 2018
କମଳା ଲେମ୍ବୁ ଡାଲିମ୍ବ ଫଳ, ଆତାପି ନାରିକେଲର ଜଳ। ଠାକୁରାଣୀକୁ କରୁଛି ପୂଜା, ଖିରିପୁରିରେ ମାରୁଛୁ ମଜା। ଦେବୀ ସଭିଙ୍କୁ ହୁଅନ୍ତୁ ସାହ।
Loading comments…
Comments
Loading comments…