by pratap nayak ✓ · 17 Aug 2018
ହଜିଲା ପିଲା ବେଳ ଖେଜି ପାଆନ୍ତିନି ଖେଳନ୍ତିନି ଦୋଳି ବର ଓହଳରେ ଆଣ୍ଠୁ ଛିଣ୍ଡେଇ ଆସନ୍ତି ମୁହଁ ସଂଜବେଳେ ଲୁଚେଇ ଖାଆନ୍ତିନି ମିଠା ଆଲମାରୀ ଖୋଲି
Loading comments…
Loading comments…