by Anima Pattnaik ✓ · 30 Mar 2019
ଦୁଃଖର ଦିନଟା ନିଶ୍ଚିତ ଯିବ ଉଇଁ ଭାଗ୍ୟ ରବି ତାର, ଆଶା ଆଶଙ୍କାର ଦୋଛକିରେ ବଞ୍ଚେ, ରକ୍ଷା କର ପ୍ରଭୁ ଚକ୍ରଧର। ଏତିକି ମିନତୀ ମୋର।
Loading comments…
Loading comments…