by Prafulla Chandra Mishra ✓ · 10 Jul 2021
ଦେବଗଣ ଦେଲି ନିର୍ଭର ହେ ଯାଅ ରତ୍ନଗିରି ପାଦ ଦେଶେ କର ଆରାଧନା ଦେବୀ ମାଆ ଅପର୍ଣ୍ଣା ଉଭା ହେବେ ବୀର ବେଶେ ସର୍ବ ଦେବ ମିଳି ଅସ୍ତ୍ରଶସ୍ତ୍ରେ ତାଙ୍କୁ କରିବ ତାଙ୍କୁ ସୁସଜ୍ଜିତ ସଙ୍ଗେ ବିନାୟକ ଶକ୍ତିଧର ଥିବେ ମାରିବେ ଯାଇ ସେ ଦଇତ ।।
Loading comments…
Loading comments…