by Gangotri Priyadarshini ✓ · 27 Dec 2020
ହାରିଯିବା ନାହିଁ ସର୍ବେ ବାନ୍ଧିବା ସାହସ ନିୟମ ସବୁ ମାନିବା ରୋଗ ହୋଇବେ ବିନାଶ ମାନବ ସଭ୍ୟତା ନିଦର୍ଶନରେ ଦୁଃସମୟ ଅଂଶ ହାରିବାନି ଉଦ୍ୟମରେ ସର୍ବତ୍ର ହୋଇବ ବିକାଶ
Loading comments…
Comments
Loading comments…