by ବି. ନିରୁପମା ✓ · 14 Dec 2020
ଏ ଦେଶ ମାଟି, ପାଣି, ପବନ, ପାଇ ବଢ଼ିଛି ଏଇ ଜୀବନ । ତେଣୁ ତା' ହିତେ ଦେବି ଧିଆନ ମାଟି ନୁହେଁ ସେ ମାଆ, ଭୁଲି ନାହିଁ ମୁଁ ଭୁଲିବି ନାହିଁ ଭାରତ ତା'ର ନାଆଁ ।
Loading comments…
Loading comments…