by Anita Dash ✓ · 26 Jun 2020
ଆଖି ପାଏନାହିଁ ମୋ ହୃଦ ଦେହୁଡି ଆଙ୍କିଦିଏ ପ୍ରତିଲମ୍ବ , ଆଖି ବୁଜିଲେ ବା ଖୋଲିଲେ ଦିଶଇ ଖାଲି ତୁମ ପ୍ରତିବିମ୍ବ। ମୁଁ ଖୋଜେ ଚେନାଏ ମାଟିର ସୁବାସ ତୁମେ ସୋମରସ ବାସ , ଶାନ୍ତ କପୋତି ମୁଁ ତୁମେ ବାରମାସୀ ବଦଳୁଛ
Loading comments…
Loading comments…