by Sujata Routray ✓ · 8 Jul 2019
ଧନୀ ହୁଅ ବା ହୁଅ ଗରିବ ପ୍ରଭୁଙ୍କ ଆଖିରେ ସର୍ବେ ସମାନ କର୍ମାନୁସାରେ ଫଳ ଫଳଇ ମାନ ଅଭିମାନ ବୃଥା ହୁଅଇ ଦୁଃଖ ହେଉ ବା ହେଉ ସୁଖ କର୍ମ ହିଁ ନିଜର ମୂଳ ଲକ୍ଷ୍ୟ ।
Loading comments…
Loading comments…