by BISWESWAR MAJHI ✓ · 10 Apr 2020
ମୃତ୍ୟୁର ପଦଧ୍ୱନି ଗୁଞ୍ଜରିତ ଜନବହୁଳ ଏ ଦେଶେ ଟ୍ରେନ ବସ୍ ସେବା ଉଡାଜାହାଜକୁ ବାତିଲ କଲେ ନିର୍ଦ୍ଦେଶେ । ବାଇଶି ମାର୍ଚ୍ଚରେ ଗୃହବନ୍ଦୀ ହେବେ ସକଳ ଜନତା ବୋଲି ଦେଶର ମୁଖିଆ ଅନୁରୋଧ କଲେ ସନ୍ଧ୍ୟା ପାଞ୍ଚଟାରେ ତାଳି ।
Loading comments…
Comments
Loading comments…