by Binaya Bhusan Panigrahi ✓ · 9 Jul 2021
ପର କରେ କ୍ରୋଧ ପ୍ରିୟପରିଜନେ ଆପଦରେ କେହି ନଆସେ ପାଶେ, କ୍ରୋଧି ଲୋକ ବୁଝିପାରେ ସେତେବେଳେ କ୍ରୋଧାଗ୍ନି କେମିତି ପ୍ରାଣ ବିନାଶେ।
Loading comments…
Loading comments…