by Jagabandhu Sahu ✓ · 11 Oct 2020
ରଙ୍ଗ ସବୁ ତୁମ ଛଡେଇବି ଏବେ ଭାଙ୍ଗିଦେବି ସବୁ ଦମ୍ଭ କ୍ଷଣକ ମଧ୍ୟରେ ଚୂନା କରିଦେବି ସମସ୍ତଙ୍କ ମତ୍ତ ଗର୍ବ
Loading comments…
Comments
Loading comments…