by DILIP KUMAR SAHOO ✓ · 14 May 2021
ଏ ସନ ଚନ୍ଦନ ନରେନ୍ଦ୍ରେ ହୋଇବ ଭକତ ଯିବେନି କେହି କରୋନା ବେମାରୀ ଦ୍ୱିତୀୟ ଲହରୀ ଡକା ପଡେ ତ୍ରାହି ତ୍ରାହି ତ୍ରାହି କର ପ୍ରଭୁ କରୋନା କବଳୁ ଜଗତ ଅଥୟ ହେଲାଣି ନରେନ୍ଦ୍ରକୁ ପ୍ରଭୁ ଗଲେନି
Loading comments…
Loading comments…