by Biswajit Arya ✓ · 28 May 2020
ଦିନକୁ ଦିନ ଏହାର କୋପ, ମାଡ଼ିଚାଲେ ଭାଇ ଦେଖରେ ଦେଖ। ତାକୁ ରୋକିବାର ସାହସ କାଇଁ, ଅନାଇଛନ୍ତି ସବୁ, ସର୍କାର ଙ୍କୁ ଚାହିଁ। ଆମ ଦେଶର ଯେ ଗର୍ବ ସବୁ, ଡାକ୍ତର, ନର୍ସ, ପୋଲିସି ବାବୁ। ବାଜିରେ ଲଗାଇ ଛନ୍ତିଜୀବନ, ଦେଶବାସୀ କର ତାଙ୍କ ବନ
Loading comments…
Loading comments…