by sasmita tripathy ✓ · 15 Oct 2021
ମୁଖେ ତୁଣ୍ଡି ବାନ୍ଧି ହାତ ଧୋଉ ଥିଲେ କରୋନା ମାଡ଼େ ନା ପାଶ ସଂଗରୋଧେ ରହି ଭଲ ଖାଦ୍ୟ ଖାଇ ବ୍ୟାୟାମ କଲେ ଅଶେଷ ଜନ ସଂହାରକ ରୂପ ଦେଖି ତାର ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମହାମାରୀ ରୂପେ କରିଲେ ଘୋଷଣା କଲେ ପଥ ପ୍ରଦର୍ଶନ ବିଶ୍
Loading comments…
Comments
Loading comments…