by KSHIRADRI SAHU ✓ · 9 Jun 2021
କରୋନା ଭୁତାଣୁ ଯେବେଠୁ ଆସିଲା ସାମାଜିକ ଦୂରତା ରଖିବା ଭାଇ ମାର୍କ୍ସ ଲଗାଇ ସାନିଟାଇଜର କରି ନିଜ ସୁରକ୍ଷା ନିଜେ କରିବା ବିପଦକୁ କେବେ ଡାକି ନ ଆଣିବା ଏକତା ବଳେ ଦେଶ ଲଢ଼ିବା କରୋନା ଠାରୁ ମୁକ୍ତ ହୋଇବା ll
Loading comments…
Loading comments…