by Suresh chandra Padhy ✓ · 2 Jul 2021
ଶ୍ୱାସରୁଦ୍ଧ ହୋଇ କାହାର ଜୀବନ ଚାଲିଗଲା ଜୀବିକା ହରାଇ କିଏ ଅଭାବରେ ଦିନ କାଟିଲା କରୋନା କାହା ପାଇଁ ଅଭିଶାପ ଏମିତି ହେଲା ପେଟ ପାଇଁ ମୁଠାଏ ଭାତ କାହାକୁ ନ ମିଳିଲା
Loading comments…
Comments
Loading comments…